ତାଜା ମୁଖ୍ୟ ଖବର

ସାମି ଭଲ ବୋଲିଂ କରିପାରିବେ ବୋଲି ଯୁକ୍ତି ବାଢିଛନ୍ତି ଗାଙ୍ଗୁଲି

ସାମି ଭଲ ବୋଲିଂ କରିପାରିବେ ବୋଲି ଯୁକ୍ତି ବାଢିଛନ୍ତି ଗାଙ୍ଗୁଲି

ଫିଟ୍ ଅଛନ୍ତି ମହମ୍ମଦ ସାମି । ସେ ଟେଷ୍ଟ୍ ମ୍ୟାଚ୍ ଖେଳିପାରିବେ । ଦଳରେ ତାଙ୍କୁ ସୁଯୋଗ ଦେଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ପୂର୍ବତନ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି । ସାମି ଭଲ ବୋଲିଂ କରିପାରିବେ ବୋଲି ଯୁକ୍ତି ବାଢିଛନ୍ତି ଗାଙ୍ଗୁଲି । ରିପୋର୍ଟ ଅନୁସାରେ, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଦଳ ଘୋଷଣା କରିଥିଲା । ଏଥିରେ ୩୫...

ଇତିହାସ ହେବାକୁ ଯାଉଛି ଦିଲ୍ଲୀର ଐତିହାସିକ ଜବାହରଲାଲ୍ ନେହରୁ ଷ୍ଟାଡିୟମ

ଇତିହାସ ହେବାକୁ ଯାଉଛି ଦିଲ୍ଲୀର ଐତିହାସିକ ଜବାହରଲାଲ୍ ନେହରୁ ଷ୍ଟାଡିୟମ

ଦିଲ୍ଲୀର ଐତିହାସିକ ଜବାହରଲାଲ୍ ନେହରୁ ଷ୍ଟାଡିୟମ ଏବେ ଇତିହାସ ହେବାକୁ ଯାଉଛି । ସରକାର ଏହାକୁ ଧ୍ୱଂସ କରି, ଏଠାରେ ନୂଆ ବିଶ୍ୱ ସ୍ତରୀୟ ସ୍ପୋର୍ଟ୍ସ ସିଟି ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି । ଏହି ଷ୍ଟାଡିୟମରେ ଗତ ୧୫ ବର୍ଷରେ  ପ୍ରାୟ ୧,୦୧୧ କୋଟି ଟଙ୍କ ଖର୍ଚ୍ଚ କରାଯାଇଛି । ଏହି ଷ୍ଟାଡିୟମ ୧୯୮୨ ଏସୀୟ କ୍ରୀଡ଼ା ଓ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମୁକ ସାକ୍ଷୀ ରହିଛି । ଜବାହରଲାଲ୍ ନେହରୁ ଷ୍ଟାଡିୟମକୁ ସର୍ବପ୍ରଥମେ ୧୯୮୨ ଏସୀୟ କ୍ରୀଡ଼ା...

ନଭେମ୍ବର ୨୭ରୁ ବିଧାନସଭାର ଶୀତ ଅଧିବେସନ

ନଭେମ୍ବର ୨୭ରୁ ବିଧାନସଭାର ଶୀତ ଅଧିବେସନ

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେସନ   ।  ଏନେଇ କନକ ନ୍ୟୁଜକୁ ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ତେବେ ନୂଆପଡ଼ା ଉପ ନିର୍ବାଚନ ପରେ ବିଧାନସଭାର ଶୀତ ଅଧିବେଶନ ବସିବ ବୋଲି ସୂଚନା ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି...

ଲାଲକିଲ୍ଲା ମେଟ୍ରୋ ବାହାରେ କାର୍‌ ବିସ୍ଫୋରଣରେ ୧୦ ମୃତ

ଲାଲକିଲ୍ଲା ମେଟ୍ରୋ ବାହାରେ କାର୍‌ ବିସ୍ଫୋରଣରେ ୧୦ ମୃତ

ଦିଲ୍ଲୀରେ ଭୟଙ୍କର କାର୍ ବିସ୍ଫୋରଣ ।  ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ୧ ନମ୍ବର ଗେଟ ନିକଟରେ ଜୋରଦାର ଧମାକା ।  ବିସ୍ଫୋରଣରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ୨୦ରୁ ଅଧିକ ଆହତ ହୋଇଛନ୍ତି ।  ଆହତମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି ।  ବିସ୍ଫୋରଣ ପରେ ଆଖପାଖରେ ଥିବା କାର ଗୁଡ଼ିକ ମଧ୍ଯ କ୍ଷତିଗ୍ରସ୍ତ ହୋଇଛି ।  ୫ରୁ ୬ଟି ଗାଡି ପୂରା ଛିନଛତ୍ର ହୋଇଯାଇଛି ।  ବିସ୍ଫୋରଣରେ  ୨୩ ଗାଡି କ୍ଷତିଗ୍ରସ୍ତ...

ରାଜ୍ୟରେ ଶୀତର ଲହରୀ

ରାଜ୍ୟରେ ଶୀତର ଲହରୀ

ରାଜ୍ୟରେ ଶୀତର ଲହରୀ । ୧୫ଡିଗ୍ରୀ ତଳେ ରହିଛି ୯ ସହରର ପାରଦ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ବଢୁଛି । ମୟୂରଭଞ୍ଜରେ ୬ ଡିଗ୍ରୀକୁ ଖସିଲା ତାପମାତ୍ରା । ଓଡ଼ିଶାର କାଶ୍ମିର ତଥା ଦାରିଙ୍ଗବାଡ଼ିରେ ତାପମାତ୍ରା ୧୧ ଡିଗ୍ରୀ ଖସିଥିବା ବେଳେ ଝାରସୁଗୁଡ଼ା, ଫୁଲବାଣୀ, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ,ଭଦ୍ରକ, କଳାହାଣ୍ଡି ପରି ସହରରେ ପାରଦ ୧୫ଡିଗ୍ରୀ ତଳକୁ ଖସିଛି । ଆସନ୍ତା ୨ରୁ ୩ଦିନରେ...

ଉତ୍ତରାଖଣ୍ଡକୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଉତ୍ତରାଖଣ୍ଡକୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଡେରାଡୁନରେ ଉତ୍ତରାଖଣ୍ଡ ରାଜ୍ୟ ଗଠନର ରୌପ୍ୟ ଜୟନ୍ତୀ ପାଳନ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ୮,୧୪୦ କୋଟି ମୂଲ୍ୟ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି । ଏଥିସହ ସ୍ୱତନ୍ତ୍ର ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି । ଜନସଭାକୁ ସମ୍ବୋଧିତ କରି ପିଏମ୍ କହିଛନ୍ତି- ଉତ୍ତରାଖଣ୍ଡର ସମ୍ଭାବନାକୁ ନୂତନ ଉଚ୍ଚତାକୁ ନେଇଯିବା ପାଇଁ କାମ କରୁଛି ଡବଲ-ଇଞ୍ଜିନ୍ ସରକାର । ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର...

ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରଚାର

ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରଚାର

ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରଚାର । ଆସନ୍ତା ୧୧ ତାରିଖରେ ପଡିବ ଭୋଟ୍ । କିଛି ଦିନ ଧରି ଏହି ଉପ ନିର୍ବାଚନ ନୂଆପଡାବାସୀଙ୍କୁ ଦେଉଛି ନୂଆ ଅନୁଭୂତି । ସକାଳ ହେଲେ ମାଳ ମାଳ ନେତା ଆଉ ସେମାନଙ୍କ ମାରାଥନ ପ୍ରଚାର । ଯେଉଁ ଗାଁର ରାସ୍ତାରେ ଦିନେ ଗୋଟିଏ ଗାଡି କାଁ ଭାଁ ଦେଖା ଯାଉଥିଲା ସେଠି ନାମୀ ଦାମୀ ଗାଡି ଦୌଡିଲା ଆଉ ହେଲିକପ୍ଟର ଓହ୍ଲାଇଲା । ତେବେ ଆଜି...

ଜାପାନ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ

ଜାପାନ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ

ରବିବାର ଉତ୍ତର ଜାପାନ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହେବା ପରେ ଜାପାନ ପାଣିପାଗ ସଂସ୍ଥା ସୁନାମି ଚେତାବନୀ ଜାରି କରିଛି। ପାଣିପାଗ ସଂସ୍ଥା ରିପୋର୍ଟ କରିଛି ଯେ ୬.୭ ତୀବ୍ରତାର ପ୍ରାରମ୍ଭିକ ଭୂମିକମ୍ପ ଇୱାଟେ ପ୍ରଦେଶର ଉପକୂଳରୁ ସମୁଦ୍ର ପତ୍ତନରୁ ୧୦ କିଲୋମିଟର ତଳେ ଆସିଥିଲା। ଏଜେନ୍ସି ଉତ୍ତର ଉପକୂଳ ଅଞ୍ଚଳରେ ୧ ମିଟର ପର୍ଯ୍ୟନ୍ତ ସୁନାମି ଚେତାବନୀ ଜାରି କରିଛି। ଏହି ସମୟରେ, ଜାପାନର ସାର୍ବଜନୀନ ପ୍ରସାରକ NHK ରବିବାର କହିଛି ଯେ...

ଆମେରିକାର ଧମକକୁ ଖାତିର କରିବନି ଭାରତ ,ଋଷଠାରୁ କିଣିବ ତେଲ

ଆମେରିକାର ଧମକକୁ ଖାତିର କରିବନି ଭାରତ ,ଋଷଠାରୁ କିଣିବ ତେଲ

ଆମେରିକାର ଧମକକୁ ଖାତିର କରିବନି ଭାରତ । ଋଷଠାରୁ କିଣିବ ତେଲ । ଏନଇ ଉଭୟ ଭାରତ ଏବଂ ଋଷ ନୂଆ ଯୋଜନା ପ୍ରସ୍ତୁତ କରିବେ । ଯାହା ଆମେରିକାର ପ୍ରତିବନ୍ଧ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ, ଟ୍ରମ୍ପ ସରକାର ଋଷର ବିଭିନ୍ନ ତୈଳ କମ୍ପାନୀ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ତେବେ ଲୁକୋଇ ଏବଂ ରସନେଫ୍ଟ କମ୍ପାନୀ ଏଥିରେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି । ଏହି...

ସମ୍ପାଦକୀୟ

It seems we can’t find what you’re looking for. Perhaps searching can help.

BHUBANESWAR PUR WEATHER