ତାଜା ମୁଖ୍ୟ ଖବର

ଛଟ୍ ପର୍ବକୁ ନେଇ ଚଳଚଞ୍ଚଳ ସାରା ଦେଶ

ଛଟ୍ ପର୍ବକୁ ନେଇ ଚଳଚଞ୍ଚଳ ସାରା ଦେଶ

ଛଟ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଆଜି ଉଦୟମାନ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥିଲେ ବ୍ରତଧାରୀ । ଭୁବନେଶ୍ୱରରେ ହିନ୍ଦୀ ବିକାଶ ମଞ୍ଚ ପକ୍ଷରୁ କୁଆଖାଇ ନଦୀ ପଠାରେ ଛଟ ପୂଜା ଧୂମଧାମରେ ପାଳିତ ହେଉଛି। ହଜାର ହଜାର ବ୍ରତଧାରୀ ଉପବାସ ରହି ସୂର୍ଯ୍ୟଙ୍କୁ ପୂଜାର୍ଚନା କରିବା ସହ ପରିବାର ଓ ଭାଇଙ୍କ ଶୁଭ ମନାସୀ ଥିଲେ। ସୂର୍ଯ୍ୟଙ୍କୁ ପୂଜା କଲେ ବହୁ ଦୁରାରୋଗ ଓ ଚର୍ମ ରୋଗ ଭଲ ହେବା ସହ ଶରୀର ସୁସ୍ଥ...

ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ମୋନ୍ଥା

ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ମୋନ୍ଥା

ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ବାତ୍ୟା ମୋନ୍ଥା। ଆଜି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟା ବା ଭୟଙ୍କର ଘୁର୍ଣ୍ଣିଝଡ଼ର ରୂପ ନେଇ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପଟନମ ଏବଂ କଳିଙ୍ଗପଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ୯୦ରୁ ଶହେ କିଲୋମିଟର ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବା ସମ୍ଭାବନା ରହିଛି। ଘଣ୍ଟାପ୍ରତି ୧୫ କିଲୋମିଟର ରହିଛି ବାତ୍ୟାର ବେଗ...

ଆଜି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

ଆଜି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣବଳୟ ସକ୍ରିୟ ରହିଥିବାରୁ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି। ଏହି ଲଘୁଚାପ ଅଧିକ ଘନୀଭୂତ ହେଲେ ଅଧିକ ବର୍ଷା ହୋଇପାରେ। ତେବେ ବର୍ତ୍ତମାନ ପୂର୍ବ ଦିଗରୁ ରାଜ୍ୟକୁ ପବନ ଆସୁଥିବାରୁ ବଙ୍ଗୋପସାଗରର ଜଳୀୟବାଷ୍ପ ଆସୁଛି। ଏହାର ପ୍ରଭାବରେ ରାଜ୍ୟରେ ୭ ଦିନ ଧରି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ତାମିଲନାଡୁ ଉପକୂଳରେ ଏବେ ୱେଲ୍ ମାର୍କଡ ଲୋ...

ଜଳିଗଲା ଚଳନ୍ତା ବସ୍ : 20 ଜଣ ଜୀବନ୍ତ ଦଗ୍ଧ

ଜଳିଗଲା ଚଳନ୍ତା ବସ୍ : 20 ଜଣ ଜୀବନ୍ତ ଦଗ୍ଧ

ଆନ୍ଧ୍ରର କୁର୍ନୁଲ ଜିଲ୍ଲା ଚିନ୍ନାଟେକୁରୁ ନିକଟରେ ବଡ଼ ଦୁର୍ଘଟଣା। ଜଳିଗଲା ଚଳନ୍ତା ବସ୍। ଏଥିରେ 20 ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଆହୁରି ଅନେକ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ହାଇଦ୍ରାବାଦରୁ ବସଟି ବେଙ୍ଗାଲୁରୁ ଯାଉଥିଲା। ଏକ ବାଇକକୁ ଧକ୍କା ଦେବା ପରେ ବସରେ ନିଆଁ ଲାଗି ଯାଇଥିଲା। ବସ୍ ଝରକା ଭାଙ୍ଗି ୧୨ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ବସରେ ଥିଲେ ୪୦ ଜଣ ଯାତ୍ରୀ ଓ ଦୁଇ...

ରନ୍ ମେସିନ କୋହଲି ନେବେ କି ଅବସର !

ରନ୍ ମେସିନ କୋହଲି ନେବେ କି ଅବସର !

ଏକଦା ରନ ମେସିନ ଭାବରେ ଜଣାଶୁଣା କୋହଲି ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି,ଯାହାକୁ କୌଣସି ବ୍ୟାଟ୍ସମ୍ୟାନ ଭାଙ୍ଗିବାକୁ ଚାହିଁବେ ନାହିଁ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୪୦ତମ ଥର ବିରାଟଙ୍କୁ ବିନା ରନ୍‌ରେ ଆଉଟ କରାଯାଇଛି। ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ ତାଲିକାର ଶୀର୍ଷରେ ଅଛନ୍ତି। ତିନୋଟି ଫର୍ମାଟରେ ଭାରତ ପାଇଁ ୩୦୯ ମ୍ୟାଚ ଖେଳିଥିବା ଜାହିର ୪୩ ଥର ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ସେ ବଲ୍‌ରେ ଦଳ ପାଇଁ ଅନେକ ମ୍ୟାଚ ଜିତାଇଥିଲେ,...

ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି

ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି

ଭୁବନେଶ୍ୱର,: ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ଗିରଫକୁ ନେଇ ବିଜୁ ଜନତା ଦଳ ତାର ଆଭିମୁଖ୍ୟ କଡ଼ା କରିଛି । ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଗତ ୧୬ ମାସର ରାଜ୍ୟରେ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ବେଳେ ବିଜେପି ହତାଶ ହୋଇ ବିଜେଡି ନେତାମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି...

ନିଜ ଦୋଷ, ଦୁର୍ବଳତା ଓ ଅପରାଗତାକୁ ଲୁଚାଇବା ପାଇଁ ବିଜେଡି ନେତୃବୃନ୍ଦ ଏବେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି

ନିଜ ଦୋଷ, ଦୁର୍ବଳତା ଓ ଅପରାଗତାକୁ ଲୁଚାଇବା ପାଇଁ ବିଜେଡି ନେତୃବୃନ୍ଦ ଏବେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି

ଭାରତୀୟ ଜନତା ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ନେଇ ବିଜୁ ଜନତା ଦଳର ବିଧାୟତ ତଥା ମୁଖପାତ୍ର ଗୌତମବୁଦ୍ଧ ଦାସ ସାମାଜିକ ଗଣମାଧ୍ୟମରେ ଅତ୍ୟନ୍ତ ଅଭଦ୍ର, ଅଶାଳୀନ ଓ ଶସ୍ତା ମନ୍ତବ୍ୟ ଦେଇଛନ୍ତି । ଏହା ତାଙ୍କ ପାର୍ଟି ତଥା ତାଙ୍କ ହତାଶାର ମନୋଭାବକୁ ପରିପ୍ରକାଶ କରୁଛି । ଆସନ୍ନ ପରାଜୟରେ ଭୟଭୀତ ହୋଇ ଗୌତମବୁଦ୍ଧ ଦାସ ଏଭଳି ବୟାନବାଜୀ କରିଛନ୍ତି । ଦୀର୍ଘଦିନ ଧରି ନିର୍ଦ୍ଧିଷ୍ଟ ଅଣଓଡ଼ିଆ ଅଫିସରଙ୍କ ପାଇଁ ଚାମଚାଗିରି କରୁଥିବା...

ଆସୁଛି ବଡ଼ ବର୍ଷା, ବାତ୍ୟାର ଅଛି ସମ୍ଭାବନା

ଆସୁଛି ବଡ଼ ବର୍ଷା, ବାତ୍ୟାର ଅଛି ସମ୍ଭାବନା

ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ କଲେ ରାଜ୍ୟ ସରକାର। ଏକ ବିଦେଶୀ ସଂସ୍ଥାର ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବାର ଆକଳନ ହୋଇଛି । ବାତ୍ୟା ହୋଇପାରେ ବୋଲି ଅନୁମାନ କରିଛି ଆମେରିକାର ଏକ ସଂସ୍ଥା। କିନ୍ତୁ ଭାରତୀୟ...

କବିବର ରାଧାନାଥ ରାୟଙ୍କ ପବିତ୍ର ୧୭୮ ତମ ଜୟନ୍ତୀ

କବିବର ରାଧାନାଥ ରାୟଙ୍କ ପବିତ୍ର ୧୭୮ ତମ ଜୟନ୍ତୀ

Image Source subartanews ଆଜି ଚିର ବନ୍ଦନୀୟ, ପ୍ରାତଃ ସ୍ମରଣୀୟ କବିବର ରାଧାନାଥ ରାୟଙ୍କ ପବିତ୍ର ୧୭୮ ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ୧୯୦୮ ମସିହା, ଅପ୍ରେଲ ୧୭ତାରିଖ ରାତିରେ କଟକ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଓଡ଼ିଆ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ୧୮୬୯ ମସିହା ଠାରୁ ଏକ ନୂଆ ଅଧ୍ୟାୟ ର ସୂତ୍ରପାତ ହୋଇଥିଲା ।...

ସମ୍ପାଦକୀୟ

It seems we can’t find what you’re looking for. Perhaps searching can help.

BHUBANESWAR PUR WEATHER