ତାଜା ମୁଖ୍ୟ ଖବର

ସଞ୍ଚାର ସାଥୀ ଆପ୍‌କୁ ଗୁପ୍ତଚର ଆପ୍ କହିଲେ – ପ୍ରିୟଙ୍କା ଗାନ୍ଧୀ

ସଞ୍ଚାର ସାଥୀ ଆପ୍‌କୁ ଗୁପ୍ତଚର ଆପ୍ କହିଲେ – ପ୍ରିୟଙ୍କା ଗାନ୍ଧୀ

ସରକାର ସମସ୍ତ ମୋବାଇଲ୍‌ ଫୋନ୍‌ରେ ସାଇବର ସୁରକ୍ଷା ଦୃଷ୍ଟିରୁ ସଞ୍ଚାର ସାଥୀ ଆପ୍‌ ଇନଷ୍ଟଲ୍‌ କରିବା ପାଇଁ ବାଧ୍ୟତାମୂଳକ କରିଛନ୍ତି । ମାତ୍ର ଏହାର ବିରୋଧ ଆରମ୍ଭ ହେଲାଣି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏହାକୁ ଗୁପ୍ତଚର ଆପ୍‌ ବୋଲି କହିଛନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କ ଗୁପ୍ତଚର ସନ୍ଦେହ କେତେ ସତ୍ୟ? ସରକାର ପ୍ରତ୍ୟେକ ମୋବାଇଲ୍ ଫୋନ୍ ପାଇଁ ସଞ୍ଚାର ସାଥୀବାଧ୍ୟତାମୂଳକ କରିଛନ୍ତି; ଏହା ଓଟିପି OTP ପଢ଼ିପାରିବ ଏବଂ ସମସ୍ତ ବାର୍ତ୍ତାଳାପ ବିଷୟରେ...

ବଞ୍ଚିଛନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ , ଜେଲରେ ତାଙ୍କୁ ଭେଟିବା ପରେ ଏହି ଘୋଷଣା କରିଛନ୍ତି ତାଙ୍କ ଉଭଣୀ

ବଞ୍ଚିଛନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ , ଜେଲରେ ତାଙ୍କୁ ଭେଟିବା ପରେ ଏହି ଘୋଷଣା କରିଛନ୍ତି ତାଙ୍କ ଉଭଣୀ

ବଞ୍ଚିଛନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଜେଲରେ ତାଙ୍କୁ ଭେଟିବା ପରେ ତାଙ୍କ ଉଭଣୀ ଏହା ଘୋଷଣା କରିଛନ୍ତି । ଏହାସହିତ ଗତ କିଛି ଦିନ ହେଲା ଇମ୍ରାନଙ୍କ ମୃତ୍ୟୁକୁ ନେଇ ଚାଲିଥିବା ଗୁଜବର ଅବସାନ ହୋଇଛି । ମଙ୍ଗଳବାର ଦିନ ପାକିସ୍ତାନ ଜେଲରେ ଇମ୍ରାନ ଖାନଙ୍କୁ ଭେଟିଥିବା ତାଙ୍କ ଭଉଣୀ ଉଜମା ଖାନମ କହିଛନ୍ତି ଯେ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ସେ ବହୁତ ରାଗିଛନ୍ତି। ଇମ୍ରାନ ଏବଂ ତାଙ୍କ...

ଆଇପିଏଲ୍ 2026 : ୨୩୭.୫୫ କୋଟି ଟଙ୍କାରେ କିଣାହେବ ଖେଳାଳି

ଆଇପିଏଲ୍ 2026 : ୨୩୭.୫୫ କୋଟି ଟଙ୍କାରେ କିଣାହେବ ଖେଳାଳି

ଆଇପିଏଲ୍ ମିନି ଅକ୍ସନ ଡିସେମ୍ୱର ୧୬ରେ ଆବୁ ଧାବିରେ ଆୟୋଜିତ ହେବ । ଦୁବାଇର ଆବୁ ଧାବିରେ ହେବାକୁ ଥିବା ଏହି ନିଲାମ ପାଇଁ ଖେଳାଳିଙ୍କ ଲିଷ୍ଟ ମଧ୍ୟ ଜାରି କରାଯାଇଛି । ଚଳିତ ଥର ମିନି ଅକ୍ସନ ପାଇଁ ୧୩୫୫ ଖେଳାଳି ନିଜ ନାଁ ପଞ୍ଜୀକରଣ କରିଛନ୍ତି । ଏହି ସୂଚୀରେ ଅନେକ ଭାରତୀୟ ଓ ବିଦେଶୀ ଖେଳାଳି ସାମିଲ ଅଛନ୍ତି । ଚଳିତ ଥର ଆଇପିଏଲର ସମସ୍ତ ୧୦ ଫ୍ରାଞ୍ଚାଇଜ୍ ପାଖରେ ମୋଟ ୭୭ଟି ସ୍ଲାଟ୍...

ସେବେ  ଲୋକସେବା ଭବନ ଏବେ ଲୋକ ଭବନ

ସେବେ ଲୋକସେବା ଭବନ ଏବେ ଲୋକ ଭବନ

ଦେଶର ଅନେକ ରାଜ୍ୟରେ ଏବେ  ରାଜ୍ୟପାଳଙ୍କ ସରକାରୀ ଆବାସକୁ ଆଉ ରାଜଭବନ  କୁହାଯିବନି । ରାଜଭବନ ବଦଳରେ ଏବେ ଏହାକୁ ଲୋକଭବନ କୁହାଯିବ । ସେହି ଅନୁସାରେ ପୁରୀ ଆଉ ଭୁବନେଶ୍ୱରଙ୍କ ଥିବା ରାଜଭବନର ଏବେ ନାଁ ବଦଳିଛି । ଦୁଇ ରାଜଭବନ ଏବେ ବିଧିବଦ୍ଧ ଭାବେ ଲୋକଭବନରେ ପରିଗଣିତ ହେବ । ଏନେଇ ରାଜ୍ୟପାଳ ହରିବାବୁ କମ୍ଭମପାଟି ସୂଚନା ଦେବା ସହିତ, ରାଜଭବନ ସଚିବାଳୟ ତରଫରୁ ମଧ୍ୟ ବିଜ୍ଞପ୍ତି ଜାରି ହେଇଛି । ତେବେ...

ବିଶ୍ୱବ୍ୟାପୀ ଜ୍ଞାନର ଅନ୍ୱେଷଣ କରିବା ପାଇଁ ଓଡ଼ିଆ ପିଲାଙ୍କୁ ପ୍ରସ୍ତୁତ କରାଇବା- ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱବ୍ୟାପୀ ଜ୍ଞାନର ଅନ୍ୱେଷଣ କରିବା ପାଇଁ ଓଡ଼ିଆ ପିଲାଙ୍କୁ ପ୍ରସ୍ତୁତ କରାଇବା- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ପିଲାମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବାକୁ ହେବ । ପରିବର୍ତ୍ତିତ ଟେକ୍ନୋଲୋଜି ଦୃଶ୍ୟପଟ୍ଟରେ ସେମାନଙ୍କ ମାଧ୍ୟମରେ ବିଶ୍ୱବ୍ୟାପୀ ଜ୍ଞାନର ଅନ୍ୱେଷଣ କରିବା ଆମର ପ୍ରୟାସ ରହିଛି । ଏହି ଲକ୍ଷ୍ୟରେ ବିଶ୍ୱର ଅଗ୍ରଣୀ ଅନୁଷ୍ଠାନ ତଥା ସିଙ୍ଗାପୁରର ଜିଏଫଟିଏନ୍, ଏଆଇଡିଏଫ ଏବଂ ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ସିଙ୍ଗାପୁର ମିଳିତ ଭାବରେ ଏସଡିଆଇ, ଭୁବନେଶ୍ୱରରେ ଫିନଟେକ୍ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର...

୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ – ଧର୍ମେନ୍ଦ୍ର ପ୍ରଧାନ

୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ – ଧର୍ମେନ୍ଦ୍ର ପ୍ରଧାନ

ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଏକ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ଭାବରେ ବିକଶିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରାୟ ୭୧.୧୯ କୋଟି ଟଙ୍କା ମୂଲ୍ୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍)କୁ ମଞ୍ଜୁରୀ ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ଏହି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ...

ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ

ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ

ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି। ଶୁକ୍ରବାର ଗୃହରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ବ୍ୟୟ ଅଟକଳ କରାଯାଇଛି। ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ୩ ହଜାର କୋଟି ଏବଂ ଚାଷୀଙ୍କୁ MSP ଓ ଇନପୁଟ ସହାୟତା ବାବଦରେ ୮୫୦ କୋଟି ବ୍ୟୟ ଅଟକଳ ହୋଇଛି। ସେହିପରି ଚାଷୀଙ୍କ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କ/ପ୍ୟାକ୍ସକୁ ୩୦୦ କୋଟି,...

ଭୁବନେଶ୍ୱର ପଦ୍ମ ଭୂଷଣ ଜାଭେଦ ଅଖତର, ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ

ଭୁବନେଶ୍ୱର ପଦ୍ମ ଭୂଷଣ ଜାଭେଦ ଅଖତର, ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ

ଶବ୍ଦର ଯାଦୁକର, ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ, ପଦ୍ମ ଭୂଷଣ ଜାଭେଦ ଅଖତରଙ୍କୁ ତାଙ୍କର ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ । ଏହି ସମ୍ମାନ ଗ୍ରହଣ କରିବା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିଛନ୍ତି ଜାଭେଦ ଅଖତର । ଭୁବନେଶ୍ୱର ବିମାନ ବନ୍ଦରରେ ସୋଆ ପକ୍ଷରୁ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ରେ ସ୍ଵାଗତ କରାଯାଇଛି । ଶିକ୍ଷା ଓ...

୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଭାବରେ କାମ ଜାରି ରଖିବେ – ବିସିସିଆଇ

୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଭାବରେ କାମ ଜାରି ରଖିବେ – ବିସିସିଆଇ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପରାଜୟ ପରେ ଗୌତମ ଗମ୍ଭୀର  ଙ୍କୁ ଟାର୍ଗେଟ କରାଯାଉଥିଲା। ଗମ୍ଭୀର ଦାୟିତ୍ବ ନେବା ପରେ ଦଳ ସେତେଟା ଭଲ ପ୍ରଦର୍ଶନ କରିପାରିନଥିବାରୁ ତାଙ୍କୁ ବିସିସିଆଇ  ପଦରୁ ହଟାଇ ଦେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ବିସିସିଆଇ ସ୍ପଷ୍ଟ କରିଛି ଯେ, ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଭାବରେ କାମ ଜାରି ରଖିବେ।ସୂଚନା ମୁତାବକ, ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ସେ କାର୍ଯ୍ୟ ଜାରି ରଖିବେ। ବିସିସିଆଇ ଖେଳାଳି...

ସମ୍ପାଦକୀୟ

It seems we can’t find what you’re looking for. Perhaps searching can help.

BHUBANESWAR PUR WEATHER