ତାଜା ମୁଖ୍ୟ ଖବର

ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ,ମହାମେଣ୍ଟକୁ କଡ଼ା ଜବାବ

ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ,ମହାମେଣ୍ଟକୁ କଡ଼ା ଜବାବ

ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ମିଳିଛି। ବିପୁଳ ଆସନରେ ଏନଡିଏ ବିଜୟଲାଭ କରି ବିରୋଧୀ ମହାମେଣ୍ଟକୁ କଡ଼ା ଜବାବ ଦେଇଛି। ମହାମେଣ୍ଟ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ସରକାର ଗଢ଼ିବାର ସ୍ଵପ୍ନ ଦେଖୁଥିବା ବିରୋଧୀଙ୍କ ମହାମେଣ୍ଟ ୫୦ଟି ଆସନ ବି ଦଖଲ କରିପାରି ନାହିଁ। ମାତ୍ର ୩୪ ଆସନ ପାଇଛି ମହାମେଣ୍ଟ। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ କୌଣସି ଦଳକୁ ୧୨୨ ଆସନରେ ବିଜୟୀ ହେବା ଆବଶ୍ୟକ ଥିଲା।...

ନୂଆପଡ଼ା ଉପନିର୍ବାଚନ ଫଳାଫଳ: ବିଜେପିର ବାଜି ମାର , କାର୍ଯ୍ୟାଳୟରେ ସେଲିବ୍ରେସନର ମାହୋଲ

ନୂଆପଡ଼ା ଉପନିର୍ବାଚନ ଫଳାଫଳ: ବିଜେପିର ବାଜି ମାର , କାର୍ଯ୍ୟାଳୟରେ ସେଲିବ୍ରେସନର ମାହୋଲ

ନୂଆପଡାରେ  ବିଜେପିର ବିପୁଳ ବିଜୟ ହୋଇଛି । ନୂଆପଡାର ଏହି ଐତିହାସିକ ବିଜୟକୁ  ବିଜେପି କାର୍ଯ୍ୟାଳୟରେ ବାଣ  ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଉଛି ।  ବିଜେପି କାର୍ଯ୍ୟାଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ  ଉପସ୍ଥିତ ଅଛନ୍ତି । ନୂଆପଡାର ବିପୁଳ ବିଜୟରେ ମୁଖ୍ୟମନ୍ତ୍ରୀ ନୂଆପଡାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ କହିଛନ୍ତି  ନୂଆପଡା ଫଳାଫଳ  ଐତିହାସିକ । ନୂଆପଡା ବିକାଶର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ସେହିପରି ...

ଆସନ୍ତା ୨୦ରୁ ଆରମ୍ଭ ହେବ ଖରିଫ ଧାନ କିଣା

ଆସନ୍ତା ୨୦ରୁ ଆରମ୍ଭ ହେବ ଖରିଫ ଧାନ କିଣା

ଆସନ୍ତା ୨୦ରୁ ଆରମ୍ଭ ହେବ ଖରିଫ ଧାନ କିଣା । ବରଗଡ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା । ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଦୁଇ ବର୍ଷ ମଧ୍ୟରେ ୧୦୦ ଟି ମଡେଲ ମଣ୍ଡି ପାଇଁ ହୋଇଛି ନିଷ୍ପତ୍ତି । ପ୍ରଥମ ପର୍ଯାୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି । ଚଳିତ ଆର୍ଥିକ ବର୍ଷରେ ୮୦ ଟି ସମବାୟ ସମିତିରେ...

ଆଜି ଶେଷ ହେବ ବିଶ୍ବପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା

ଆଜି ଶେଷ ହେବ ବିଶ୍ବପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା

ଆଜି ଶେଷ ହେବ ବିଶ୍ବପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଗତକାଲି ବାଲିଯାତ୍ରା ଶେଷ ହୋଇଥାନ୍ତା । କିନ୍ତୁ ରାଜ୍ୟ ସରକାର ଏହାକୁ ଆଉ ଗୋଟିଏ ଦିନ ପାଇଁ ବଢାଇ ଥିଲେ । ଅର୍ଥାତ୍ ଆଜି ବାଲିଯାତ୍ରାର ଶେଷ ଦିନ।  ପୁଣି ଅପେକ୍ଷା ଆରବର୍ଷକୁ । ଲକ୍ଷ ଲକ୍ଷ ଦର୍ଶକଙ୍କ କୋଳାହଳରେ ଫାଟିପଡୁଥିବା ମହାନଦୀ ପଠାରେ କାଲିକୁ ନଥିବ ଆଉ ଏ ଗହଳି। ଶୂନଶାନ୍ ହୋଇଯିବ ମଞ୍ଚ, ଏ ସାଜସଜା...

କାଲି ଆସିବ ନୂଆପଡ଼ା ଉପ ନିର୍ବାଚନର ଫଳାଫଳ, ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି

କାଲି ଆସିବ ନୂଆପଡ଼ା ଉପ ନିର୍ବାଚନର ଫଳାଫଳ, ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି

କାଲି ନୂଆପଡ଼ା ଉପ ନିର୍ବାଚନର ଫଳାଫଳ । ଶୁକ୍ରବାର ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ଖୋଲିବ EVM । କାହା ସପକ୍ଷରେ ଆସିଛି ଜନାଦେଶ । ଧଡ଼ ଧଡ଼ ହେଲାଣି ପ୍ରାର୍ଥୀ ଛାତି । ୩୫୮ ବୁଥ ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ମୋଟ ୨୬ ରାଉଣ୍ଡ ଗଣତି ହେବ । ସକାଳ ୮ଟାରେ ପ୍ରଥମେ ବାଲଟ ପେପର ଗଣତି ହେବ । ଏହା ପରେ ୮ଟା ୩୦ରେ...

ଇଣ୍ଟରନେଟ୍‌ର ନୂଆ ‘କ୍ରସ୍ ଗିରିଜା ଓକ୍

ଇଣ୍ଟରନେଟ୍‌ର ନୂଆ ‘କ୍ରସ୍ ଗିରିଜା ଓକ୍

ମରାଠୀ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଗିରିଜା ଓକ୍ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଇଣ୍ଟରନେଟ୍‌ର ନୂଆ ‘କ୍ରସ୍’ (New Crush) ପାଲଟିଛନ୍ତି। ଏକ ସାକ୍ଷାତକାରରେ ସେ ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିବାର ଏକ ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ, ତାଙ୍କର ସୌନ୍ଦର୍ଯ୍ୟ ଓ ସରଳତା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭାଇରାଲ୍ ଭିଡିଓରେ ଗିରିଜା ନିଜ ଜୀବନର କିଛି ଅନୁଭୂତି ବର୍ଣ୍ଣନା କରୁଛନ୍ତି, ଯେଉଁଥିରେ ତାଙ୍କର ଫିଜିକ୍ସ ଶିକ୍ଷକ...

ଆଫଗାନିସ୍ତାନର ବ୍ୟବସାୟୀମାନଙ୍କୁ ପାକିସ୍ତାନ ସହିତ ବାଣିଜ୍ୟ ହ୍ରାସ କରିବାକୁ ନିର୍ଦ୍ଦେଶ

ଆଫଗାନିସ୍ତାନର ବ୍ୟବସାୟୀମାନଙ୍କୁ ପାକିସ୍ତାନ ସହିତ ବାଣିଜ୍ୟ ହ୍ରାସ କରିବାକୁ ନିର୍ଦ୍ଦେଶ

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ସୁଧୁରିବାର ନାଁ ଧରୁନି । ଏହି ସମୟରେ, ଆଫଗାନିସ୍ତାନର ଉପ-ପ୍ରଧାନମନ୍ତ୍ରୀ ବ୍ୟବସାୟୀମାନଙ୍କୁ ପାକିସ୍ତାନ ସହିତ ବାଣିଜ୍ୟ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ ବ୍ୟବସାୟୀ ଏବଂ ଶିଳ୍ପପତିମାନେ ପାକିସ୍ତାନ ଉପରେ ନିର୍ଭର କରିବା ପରିବର୍ତ୍ତେ ବିକଳ୍ପ ବାଣିଜ୍ୟ ପାଇଁ ନୂଆ ରାସ୍ତା ଖୋଜିବା ଉଚିତ। ଏକ ସମ୍ମିଳନୀରେ ସେ କହିଛନ୍ତି ଯେ ଦେଶର ପ୍ରତିଷ୍ଠାକୁ ସୁରକ୍ଷା ଦେବା ପାଇଁ ଏହି ପରିବର୍ତ୍ତନ କରାଯାଉଛି,...

ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ : ବାବ୍ରି ମସଜିଦ୍ ଭାଙ୍ଗିବାର ପ୍ରତିଶୋଧ

ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ : ବାବ୍ରି ମସଜିଦ୍ ଭାଙ୍ଗିବାର ପ୍ରତିଶୋଧ

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଖୁଲାସା ହୋଇଛି। ତଦନ୍ତକାରୀ ସଂସ୍ଥାମାନଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଆତଙ୍କବାଦୀମାନେ ବାବ୍ରି ମସଜିଦ୍ ଭାଙ୍ଗିବାର ବାର୍ଷିକୀ ଡିସେମ୍ବର ୬ ତାରିଖରେ ଦିଲ୍ଲୀ ସମେତ ୬ଟି ସ୍ଥାନରେ ସିରିଜ୍ ଆକ୍ରମଣ ପାଇଁ ୩୨ଟି କାର୍ (ଯେଉଁଥିରେ i20, Brezza, Swift Dzire ଓ EcoSport ସାମିଲ) ବ୍ୟବହାର କରିବାକୁ ଯୋଜନା କରିଥିଲେ। ଜୈଶ-ଏ-ମହମ୍ମଦ (JeM) ସହ ଜଡ଼ିତ ଏହି ‘ଡାକ୍ତର ମଡ୍ୟୁଲ୍’ ପୁରୁଣା...

ଆସନ୍ତା କାଲି ଠାରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଲଢ଼େଇ

ଆସନ୍ତା କାଲି ଠାରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଲଢ଼େଇ

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଲଢ଼େଇ ଲାଗି ‘ସିଟି ଅଫ୍ ଜୟ’‌ କୋଲକାତା ଏବେ ପୂରା ପ୍ରସ୍ତୁତ। ଉଭୟ ଭାରତ ଓ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ ବିଜେତା ଦକ୍ଷିଣ ଆଫ୍ରିକାର ବଛାବଛା ଓ ତାରକା ଖେଳାଳି ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ୍ ଲାଗି ଏଠାରେ ଡେରା ପକାଇବା କ୍ରିକେଟ୍‌ପ୍ରେମୀଙ୍କୁ ଯେତିକି ଉତ୍ସାହିତ କରୁଛି, ସହରକୁ ମଧ୍ୟ ସେତିକି ଚଳଚଞ୍ଚଳ କାରି ରଖିଛି। ବିଶ୍ବ ପ୍ରସିଦ୍ଧ ଇଡେନ୍ ଗାର୍ଡେନ୍ସ ପିଚ୍ କେମିତି ବ୍ୟବହାର କରିବ, ଭାରତୀୟ...

ସମ୍ପାଦକୀୟ

It seems we can’t find what you’re looking for. Perhaps searching can help.

BHUBANESWAR PUR WEATHER