ତାଜା ମୁଖ୍ୟ ଖବର

ବଲିଉଡ୍ ଅଭିନେତା ଗୋବିନ୍ଦା ଅସୁସ୍ଥ

ବଲିଉଡ୍ ଅଭିନେତା ଗୋବିନ୍ଦା ଅସୁସ୍ଥ

ବଲିଉଡ଼ ଅଭିନେତା ଗୋବିନ୍ଦାଙ୍କୁ ନେଇ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ବଲିଉଡ୍ ଅଭିନେତା ଗୋବିନ୍ଦା ଅସୁସ୍ଥ । ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ରାତିରେ ଗୋବିନ୍ଦା ହଠାତ୍ ଅଚେତ ହୋଇ ପଡିଥିଲେ । ଫୋନରେ ଡାକ୍ତରଙ୍କ ସହ ପରାମର୍ଶ କରି ତାଙ୍କୁ ତୁରନ୍ତ ଔଷଧ ଦିଆଯାଇଥିଲା । ଏହାପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଛି । । ଜାତୀୟ ଗଣମାଧ୍ୟମ...

ଏହି କାମ ପାଇଁ ଗିନିଜ୍ ବୁକ୍ ଅଫ୍ ୱର୍ଲଡ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଭାରତର ଲୋକପ୍ରିୟ ଗାୟିକା ପଲକ ମୁଚ୍ଛଲ

ଏହି କାମ ପାଇଁ ଗିନିଜ୍ ବୁକ୍ ଅଫ୍ ୱର୍ଲଡ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଭାରତର ଲୋକପ୍ରିୟ ଗାୟିକା ପଲକ ମୁଚ୍ଛଲ

ଗିନିଜ୍ ବୁକ୍ ଅଫ୍ ୱର୍ଲଡ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଭାରତର ଲୋକପ୍ରିୟ ଗାୟିକା ପଲକ ମୁଚ୍ଛଲ । ତେବେ ସଙ୍ଗୀତ ପାଇଁ ନୁହେଁ, ନିଜର ଅଦ୍ୱିତୀୟ ମାନବୀୟ କାର୍ଯ୍ୟ ପାଇଁ । ପଲକ ପଲାଶ ଦାତବ୍ୟ ସଂଗଠନ ଜରିଆରେ ପଲକ ଦେଶ ଓ ବିଦେଶରେ ବଞ୍ଚିତ ୩,୮୦୦ରୁ ଉଦ୍ଧ୍ୱର୍ ପିଲାଙ୍କର ହାର୍ଟ ସର୍ଜରି ପାଇଁ ପାଣ୍ଠି ସଂଗ୍ରହରେ ସେ ନିଜର ଯୋଗଦାନ ଦେଇଛନ୍ତି । ଏହି ମହତ ପ୍ରୟାସ ଜରିଆରେ ସଙ୍ଗୀତ ପ୍ରତି ନିଜ ପାସନ୍କୁ...

ଆର୍ଜେଣ୍ଟିନାର ବଡ଼ ଟ୍ରେନ୍ ଦୁର୍ଘଟଣା, ଟ୍ରେନ୍  ଲାଇନଚ୍ୟୁତ ,୨୦ ରୁ ଅଧିକ ଲୋକ ଆହତ

ଆର୍ଜେଣ୍ଟିନାର ବଡ଼ ଟ୍ରେନ୍ ଦୁର୍ଘଟଣା, ଟ୍ରେନ୍ ଲାଇନଚ୍ୟୁତ ,୨୦ ରୁ ଅଧିକ ଲୋକ ଆହତ

ଆର୍ଜେଣ୍ଟିନାର ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବ୍ୟୁନୋସ୍ ଆୟର୍ସର ଲିନିୟର୍ସ ରେଳ ଷ୍ଟେସନ ନିକଟରେ ଏକ ଧୀର ଗତିରେ ଯାଉଥିବା ଟ୍ରେନ୍ ହଠାତ୍ ଲାଇନଚ୍ୟୁତ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ସାର୍ମିଏଣ୍ଟୋ ଲାଇନ ପାସେଞ୍ଜର ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣା ପରେ ସମଗ୍ର ରୁଟରେ ଟ୍ରେନ୍ ସେବା ବନ୍ଦ ହୋଇଯାଇଥିଲା। ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଛି।...

ଲାଲ୍କିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଲାଲ୍କିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୂଟ୍ଟାନରୁ ଫେରିବା ପରେ ଡାକ୍ତରଖାନାକୁ ଯାଇ ଲାଲ୍କିଲ୍ଲା ସମ୍ମୁଖରେ ଘଟିଥିବା କାର ବିସ୍ଫୋରଣରେ ଆହତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଡୋଶୀ ଭୂଟ୍ଟାନକୁ ଦୁଇ ଦିନିଆ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ । ଏପଟେ ସୋମବାର ସଂଧ୍ୟାରେ ଲାଲକିଲ୍ଲା ସମ୍ମୁଖରେ କାର ବିସ୍ଫୋରଣରେ ଯାଇଛି ୧୩ ଜଣଙ୍କ ଜୀବନ । ଡଜନେରୁ ଅଧିକ ଲୋକ ଆହତ ହୋଇ ଏଲ୍ଏନଜେପି ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ପ୍ରଧାନମନ୍ତ୍ରୀ ବୁଧବାର ଦିଲ୍ଲୀରେ ଅବତରଣ ପରେ ତୁରନ୍ତ କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ ଡାକ୍ତରଖାନାକୁ...

ବିଜୟ ହଜାରେ ଟ୍ରଫି ଖେଳିବେ ରୋହିତ ଶର୍ମା

ବିଜୟ ହଜାରେ ଟ୍ରଫି ଖେଳିବେ ରୋହିତ ଶର୍ମା

ବିଜୟ ହଜାରେ ଟ୍ରଫି ଖେଳିବେ ରୋହିତ ଶର୍ମା । ଭାରତୀୟ ଦଳର ବିସ୍ଫୋରକ ବ୍ୟାଟର ତଥା ପୂର୍ବତନ ଅଧିନାୟକ ରୋହିତ ଘରୋଇ ମ୍ୟାଚ୍ ଖେଳିବା ନେଇ ସୂଚନା ମିଳିଛି । ଏବାବଦରେ ସେ ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ଜଣାଇ ଦେଇଛନ୍ତି । ବିସିସିଆଇ ସମସ୍ତ ଖେଳାଳିଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ନିର୍ଦ୍ଦେଶ ଦେବା ପରେ ରୋହିତ ଘରୋଇ କ୍ରିକେଟ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମୁମ୍ବାଇ ଦଳରେ ସାମିଲ ହେବା...

ବିହାର ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଅପରାହ୍ନ ୧ଟା ସୁଦ୍ଧା ବିହାରରେ ୪୭.୬୨% ମତଦାନ

ବିହାର ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଅପରାହ୍ନ ୧ଟା ସୁଦ୍ଧା ବିହାରରେ ୪୭.୬୨% ମତଦାନ

ବିହାର ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି, ଏବଂ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୧୨୨ ଆସନରେ ଭୋଟର ୧,୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି। ରାଜ୍ୟରେ ଅପରାହ୍ନ ୧ଟା ସୁଦ୍ଧା ବିହାରରେ ୪୭.୬୨% ମତଦାନ ହୋଇଛି। ପଶ୍ଚିମ ଚମ୍ପାରଣରେ ୪୮.୯୧ ପ୍ରତିଶତ, ପୂର୍ବ ଚମ୍ପାରଣରେ ୪୮.୦୧ ପ୍ରତିଶତ, ଶିବହାରରେ ୪୮.୨୩ ପ୍ରତିଶତ, ସୀତାମାଢ଼ିରେ ୪୫.୨୮ ପ୍ରତିଶତ, ମଧୁବଣିରେ ୪୩.୩୯ ପ୍ରତିଶତ, ସୁପୌଲରେ ୪୮.୨୨ ପ୍ରତିଶତ, ଆରାରିଆରେ ୪୬.୮୭ ପ୍ରତିଶତ, କିଶନଗଞ୍ଜରେ ୫୧.୮୬ ପ୍ରତିଶତ,...

ଭୋଟ ଦେଉଛି ନୂଆପଡ଼ା,ସକାଳ ୧୧ଟା ପର୍ଯ୍ୟନ୍ତ ୩୧.୨୫% ମତଦାନ

ଭୋଟ ଦେଉଛି ନୂଆପଡ଼ା,ସକାଳ ୧୧ଟା ପର୍ଯ୍ୟନ୍ତ ୩୧.୨୫% ମତଦାନ

ଭୋଟ ଦେଉଛି ନୂଆପଡ଼ା । ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ସରିଛି ସବୁ ପ୍ରସ୍ତୁତି । କଡ଼ା ସୁରକ୍ଷା ଭିତରେ ବୁଥ୍‌କୁ ଯାଇଛି ଇଭିଏମ୍ । ବିଶେଷକରି ଦୁର୍ଗମ ଅଞ୍ଚଳରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।  ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଜରିଆରେ ପୋଲିଂ ଅଧିକାରୀ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ବୁଥକୁ ଯାଇଛନ୍ତି । ସୁନାବେଡ଼ାରେ ମାଓପ୍ରବଣ ୮ଟି ବୁଥ୍ ରହିଛି ।...

 ଧର୍ମେନ୍ଦ୍ରଙ୍କ ଙ୍କ ପରଲୋକ ଖବରକୁ ପରିବାର ପକ୍ଷରୁ ଖଣ୍ଡନ

 ଧର୍ମେନ୍ଦ୍ରଙ୍କ ଙ୍କ ପରଲୋକ ଖବରକୁ ପରିବାର ପକ୍ଷରୁ ଖଣ୍ଡନ

ମଙ୍ଗଳବାର ସକାଳେ ବଲିଉଡ ସୁପରଷ୍ଟାର ଅଭିନେତା  ଧର୍ମେନ୍ଦ୍ରଙ୍କ ଙ୍କ ପରଲୋକ ହୋଇଥିବା ନେଇ ଟେଲିଭିଜନର ଅନେକ ଲୋକପ୍ରିୟ ଚ୍ୟାନେଲଗୁଡ଼ିକ ବାଜି ଉଠିଥିଲା।  କେବଳ ଏତିକି ନୁହେଁ ବିଭିନ୍ନ ପ୍ରକାର ପୋଷ୍ଟ ମାଧ୍ୟମରେ ଲେ‌ାକେ ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବି ଆରମ୍ଭ କରି ଦେଇଥିଲେ। ଏଭଳି ସମୟରେ ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ   ହେମା ଝିଅ ଇଶା ଦେୱାଲଙ୍କ ସମେତ ସମ୍ପର୍କୀୟମାନେ ଅଭିନେତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ...

ଦିଲ୍ଲୀ ବିସ୍ଫୋରଣ ମାମଲା: ୪ଜଣ ଡାକ୍ତରଙ୍କ ସମେତ ୮ ଗିରଫ

ଦିଲ୍ଲୀ ବିସ୍ଫୋରଣ ମାମଲା: ୪ଜଣ ଡାକ୍ତରଙ୍କ ସମେତ ୮ ଗିରଫ

ଦେଶ ପାଇଁ ବିପଦ ସୃଷ୍ଟି କରିବାକୁ ଯାଉଥିବା ଏକ ଆନ୍ତଃ ରାଜ୍ୟ ଆତଙ୍କବାଦୀ ନେଟୱର୍କକୁ ଜାମ୍ମୁ-କାଶ୍ମୀର, ଉତ୍ତରପ୍ରଦେଶ, ଗୁଜରାଟ ଓ ହରିୟାଣା ପୁଲିସ ଠାବ କରିବାରେ ସଫଳ ହୋଇଛନ୍ତି। ଏହି ଆତଙ୍କବାଦୀ ନେଟୱର୍କକୁ ୪ଜଣ ଡାକ୍ତର ଓ ସେମାନଙ୍କ ସହଯୋଗୀମାନେ ଚଳାଇଥିଲେ। ପୁଲିସ ୪ଜଣ ଡାକ୍ତରଙ୍କ ସମେତ ୮ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୨୯୦୦ କିଲୋ ବିସ୍ଫୋରକ, ଏକାଧିକ ରାଇଫଲ, ପିସ୍ତଲ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ଡାକ୍ତରଙ୍କ ମଧ୍ୟରେ...

ସମ୍ପାଦକୀୟ

It seems we can’t find what you’re looking for. Perhaps searching can help.

BHUBANESWAR PUR WEATHER